ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସର୍ପ ପରି ହୋଇଥିବା କଦ୍ରୁଙ୍କ ଠାରୁ ଉତ୍ପନ୍ନ କଶ୍ୟପଙ୍କ ବଂଶଜ ଯାହାଙ୍କ ନିବାସ ପାତାଳରେ ଥିବା ବିଶ୍ୱାସ କରାଯାଏ
ଉଦାହରଣ : ନାଗମାନଙ୍କର ଆଠଟି କୁଳ ରହିଛି ବୋଲି ବିଶ୍ୱାସ କରାଯାଏ
ସମକକ୍ଷ : କଦ୍ରୁଜ, ଭୁଜଙ୍ଗ, ସର୍ପ
कद्रु से उत्पन्न कश्यप के वंशज जिनका निवास पाताल में माना गया है और जो साँप जैसे होते हैं।
An imaginary being of myth or fable.
ଅର୍ଥ : ଏକ ଶାକାହାରୀ ସ୍ତନ୍ୟପାୟୀ ଚତୁଷ୍ପଦୀ ପ୍ରାଣୀ ଯାହା ନିଜର ସ୍ଥୂଳ ଏବଂ ବିଶାଳ ଆକାର ତଥା ଶୁଣ୍ଢ କାରଣରୁ ସବୁ ପଶୁଙ୍କ ମଧ୍ୟରେ ବିଲକ୍ଷଣ
ଉଦାହରଣ : ଆଖୁ ହାତୀର ଅତି ପ୍ରିୟ
ସମକକ୍ଷ : କୁଞ୍ଜର, ଗଜ, ମାତଙ୍ଗ, ହସ୍ତୀ, ହାତୀ
एक शाकाहारी स्तनपायी चौपाया जो अपने स्थूल और विशाल आकार तथा सूँड़ के कारण सब जानवरों से विलक्षण होता है।
Five-toed pachyderm.
ଅର୍ଥ : ଫଣାଯୁକ୍ତ ବିଷାକ୍ତ ସାପ
ଉଦାହରଣ : ତାକୁ ନାଗ ଚୋଟ ମାରିଲା
फन वाला जहरीला साँप।
Venomous Asiatic and African elapid snakes that can expand the skin of the neck into a hood.
ସଂସ୍ଥାପନ କରନ୍ତୁ