ଅର୍ଥ : ସ୍ଥାନ ଛାଡ଼ିବାକୁ ବାଧ୍ୟ କରିବା
ଉଦାହରଣ :
ବ୍ୟବସ୍ଥାପକ କେତେକ କର୍ମଚାରୀମାନଙ୍କୁ ସେମାନଙ୍କ ପଦରୁ ହଟେଇଲେ
ସମକକ୍ଷ : ଛଟେଇକରିବା, ବାହାରକରିବା
ଅର୍ଥ : ପ୍ରଥା ଆଦିର ଅନ୍ତ କରିବା
ଉଦାହରଣ :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
ସମକକ୍ଷ : ଉଚ୍ଛେଦକରିବା, ଉଠେଇବା, ବନ୍ଦକରିବା, ସମାପ୍ତକରିବା
ଅର୍ଥ : ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ରଖିବା
ଉଦାହରଣ :
ଚୌକିଗୁଡ଼ିକୁ ଏଠାରୁ ସେଠାକୁ ଘୁଞ୍ଚାଅ ନାହିଁ
ସମକକ୍ଷ : ଘୁଞ୍ଚାଇବା
ଅର୍ଥ : ଅଧିକ ମାନ, ସଂଖା ଆଦିରୁ ଛୋଟ ମାନ ବା ସଂଖ୍ୟା ଆଦି ବାହାରକରି ଅଲଗା କରିବା
ଉଦାହରଣ :
ସେ ହିସାବ କରିବାପାଇଁ ପନ୍ଦରରୁ ସାତ ଫେଡ଼ିଲା
ସମକକ୍ଷ : ଫେଡ଼ିବା, ବିଯୁକ୍ତ କରିବା, ବିୟୋଗକରିବା