ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫେଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫେଡ଼ିବା   କ୍ରିୟାପଦ

ଅର୍ଥ : ଅଧିକ ମାନ, ସଂଖା ଆଦିରୁ ଛୋଟ ମାନ ବା ସଂଖ୍ୟା ଆଦି ବାହାରକରି ଅଲଗା କରିବା

ଉଦାହରଣ : ସେ ହିସାବ କରିବାପାଇଁ ପନ୍ଦରରୁ ସାତ ଫେଡ଼ିଲା

ସମକକ୍ଷ : ବିଯୁକ୍ତ କରିବା, ବିୟୋଗକରିବା, ହଟେଇବା

अधिक मान,संख्या आदि में से छोटा मान,संख्या आदि निकालकर अलग करना।

उसने हिसाब करने के लिए पन्द्रह में से सात घटाया।
घटान करना, घटाना

Make a subtraction.

Subtract this amount from my paycheck.
deduct, subtract, take off