ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହାରକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହାରକରିବା   କ୍ରିୟାପଦ

ଅର୍ଥ : ସ୍ଥାନ ଛାଡ଼ିବାକୁ ବାଧ୍ୟ କରିବା

ଉଦାହରଣ : ବ୍ୟବସ୍ଥାପକ କେତେକ କର୍ମଚାରୀମାନଙ୍କୁ ସେମାନଙ୍କ ପଦରୁ ହଟେଇଲେ

ସମକକ୍ଷ : ଛଟେଇକରିବା, ହଟେଇବା

किसी कार्य या पद पर नियुक्त व्यक्ति को उसके पद या कार्य से अलग करना।

व्यवस्थापक ने कुछ भ्रष्ट कर्मचारियों को उनके पद से हटाया।
निकालना, बरख़ास्त करना, बरखास्त करना, बाहर करना, हटाना

Remove from a position or an office.

remove

ଅର୍ଥ : ମିଶି, ଯୋଡ଼ି ବା ଲାଗିଥିବା ଜିନିଷକୁ ଅଲଗା କରିବା

ଉଦାହରଣ : ସେ ମହୁଫେଣାରୁ ମହୁ ବାହାର କରୁଛି

मिली, सटी या लगी हुई चीज़ अलग करना।

वह मधुमक्खी के छत्ते से शहद निकाल रहा है।
निकालना

ଅର୍ଥ : କୌଣସି ଆଡ଼କୁ ବା ଆଗକୁ ବଢ଼ିବା

ଉଦାହରଣ : ରାଜମିସ୍ତ୍ରୀ ଘରର ତାଜା ଗଳୀ ଯାଏଁ ବାହାରକଲା

किसी ओर को या आगे की ओर बढ़ाना।

राजमिस्त्री ने मकान का छज्जा गली तक निकाला।
निकालना

ଅର୍ଥ : ମୋଟରେ ଋଣର ପରିମାଣ ବା କାହାକୁ ଋଣ ବା ପରିଶୋଧ ଦେବା ନିଶ୍ଚିତ କରିବା

ଉଦାହରଣ : ମହାଜନ ହଜାରେ ଟଙ୍କା ସୁଧ କଷିଲା

ସମକକ୍ଷ : କଷିବା, ନେବା

रकम जिम्मे ठहराना या किसी पर ऋण या देना निश्चित करना।

महाजन ने हज़ार रुपए सूद निकाले।
निकालना

ଅର୍ଥ : ନେଇ ଯିବା

ଉଦାହରଣ : ବଡ଼ବାପା ନିଜର ଏକମାତ୍ର ପୁଅର ବିବାହଶୋଭାଯାତ୍ରା ବଡ଼ ଧୁମଧାମରେ ବାହାରକଲେ