ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଡ଼େଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଡ଼େଇବା   କ୍ରିୟାପଦ

ଅର୍ଥ : ପଶୁମାନଙ୍କୁ ଚଲାଇବା ବା ହଟାଇବାପାଇଁ ଆଗକୁ ବଢ଼ାଇବା ବା ଏପଟ ସେପଟ କରିବା

ଉଦାହରଣ : ବିଲରେ ଚରୁଥିବା ବଳଦକୁ ଗାଇଆଳ ଅଡ଼େଇଲା

ସମକକ୍ଷ : ହୁରୁଡ଼େଇବା

जानवरों को चलाने या हटाने के लिए आगे बढ़ाना या इधर-उधर करना।

खेत चर रहे बैल को चरवाहे ने हाँका।
हाँकना

ଅର୍ଥ : ଗାଡ଼ି, ରଥ ଆଦି ଚଲେଇବା

ଉଦାହରଣ : ଖତ ଲଦିବା କ୍ଷଣି ଶଗଡ଼ିଆ ବଳଦଙ୍କୁ ଅଡ଼େଇଲା

गाड़ी,रथ आदि चलाना।

खाद लदते ही गाड़ीवान ने बैलों को हाँका।
हाँकना

Operate or control a vehicle.

Drive a car or bus.
Can you drive this four-wheel truck?.
drive

ଅର୍ଥ : ପଶୁଙ୍କୁ ହଟାଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମାଲିକ ଖେତରେ ଚରୁଥିବା ମଇଁଷିକୁ ମଙ୍ଗରୁଦ୍ୱାରା ଅଡ଼େଇଲେ

ସମକକ୍ଷ : ହଟେଇବା, ହୁରୁଡ଼େଇବା

हाँकने का काम दूसरे से कराना।

ठाकुर ने खेत चर रही भैंस को मंगरु से हँकवाया।
हँकवाना, हँकाना