ଅର୍ଥ : ଗୋଟିଏ ମାପ
ଉଦାହରଣ :
ଏକ ଧରାର ପରିମାଣ ଚାରି ସେର ସହିତ ସମାନ ହୋଇଥାଏ
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ଧରାର ପ୍ରତ୍ୟେକ ଚରଣରେ ଗୋଟିଏ ତଗଣ ଏବଂ ଗୋଟିଏ ଗୁରୁ ଥାଏ
ଅର୍ଥ : ଟାଣ ହେବା ଅବସ୍ଥା
ଉଦାହରଣ :
ଗଳା ଧରା ଯାଉନାହିଁ