ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାଡ଼ମ୍ବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାଡ଼ମ୍ବର   ବିଶେଷଣ

ଅର୍ଥ : ବିଶେଷ ଉପଚାର ବା ଆଡ଼ମ୍ବର ବିନା

ଉଦାହରଣ : ବାବା ଆମତେ ସରଳ ଜୀବନଯାପନ କରୁଥିଲେ

ସମକକ୍ଷ : ବିଳାସବର୍ଜିତ, ସରଳ, ସାଦାସିଧା, ସାଧାରଣ

बिना विशेष आडंबर या बनावट का।

बाबा आमटे सादा जीवन जीते हैं।
सादा, साधारण, सामान्य, सिंपल, सिम्पल