ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଦାସିଧା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଦାସିଧା   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ବହୁତ ସାଦାସିଧା ହୋଇଥାଏ

ଉଦାହରଣ : ସେ ସରଳ , ତାକୁ ଯାହା କିଛି କୁହାଯାଏ ସବୁ ଚୁପଚାପ୍‌ ସ୍ୱୀକାର କରେ

ସମକକ୍ଷ : ସରଳ

वह व्यक्ति जो बहुत सीधा-साधा हो।

वह गाय है, उसे जो कुछ भी कहा जाता है चुपचाप स्वीकार कर लेता है।
गऊ, गाय

ସାଦାସିଧା   ବିଶେଷଣ

ଅର୍ଥ : କୌଣସି ବାହାନା ବା ବୁଝାମଣା ବିନା ସିଧାରେ

ଉଦାହରଣ : ସେ ଏମିତି ସାଦାସିଧା ନୁହେଁ ଯେତିକି ଦେଖେଉଛି

ସମକକ୍ଷ : ନିଷ୍କପଟ, ସରଳ, ସିଧା

* बिना किसी बहाने या समझौते के यानि सीधा।

वह इतना खरा नहीं है जितना दिखाता है।
खरा, सच्चा, सीधा

Without evasion or compromise.

A square contradiction.
He is not being as straightforward as it appears.
square, straight, straightforward

ଅର୍ଥ : ବିଶେଷ ଉପଚାର ବା ଆଡ଼ମ୍ବର ବିନା

ଉଦାହରଣ : ବାବା ଆମତେ ସରଳ ଜୀବନଯାପନ କରୁଥିଲେ

ସମକକ୍ଷ : ଅନାଡ଼ମ୍ବର, ବିଳାସବର୍ଜିତ, ସରଳ, ସାଧାରଣ

बिना विशेष आडंबर या बनावट का।

बाबा आमटे सादा जीवन जीते हैं।
सादा, साधारण, सामान्य, सिंपल, सिम्पल