ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଗଣ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଗଣ୍ୟ   ବିଶେଷ୍ୟ

ଅର୍ଥ : ଯାହାର କିଛି ମହତ୍ତ୍ୱ ନଥାଏ

ଉଦାହରଣ : ନଗଣ୍ୟମାନଙ୍କୁ କିଏ ଗୁରୁତ୍ୱ ଦିଏ

ସମକକ୍ଷ : ତୁଚ୍ଛ, ମହତ୍ତ୍ୱହୀନ

Something that is of no importance.

It is the least I can do.
That is the least of my concerns.
least

ନଗଣ୍ୟ   ବିଶେଷଣ

ଅର୍ଥ : ଯାହା ଉପେକ୍ଷା କରିବା ଯୋଗ୍ୟ

ଉଦାହରଣ : ପ୍ରଭୁଙ୍କଦ୍ୱାରା ତିଆରି କୌଣସି ବି ବସ୍ତୁ ହେୟ ନୁହେଁ

ସମକକ୍ଷ : ଉପେକ୍ଷଣୀୟ, ହେୟ

जो उपेक्षा करने के योग्य हो।

प्रभु की बनाई हुई कोई भी वस्तु उपेक्ष्य नहीं है।
उपेक्षणीय, उपेक्ष्य, लंघनीय, लङ्घनीय, हकीर

Not worth considering.

He considered the prize too paltry for the lives it must cost.
Piffling efforts.
A trifling matter.
negligible, paltry, trifling

ଅର୍ଥ : ଯାହା ଗଣନାରେ ନାହିଁ ବା ଯାହାର କୌଣସି ଗଣନା ହୁଏ ନାହିଁ ବା ବହୁତ କମ୍‌ ଗୁରୁତ୍ୱ ଥାଏ

ଉଦାହରଣ : ଯେଉଁଠିକୁ ବଡ଼ବଡ଼ ବିଦ୍ୱାନ ଆସୁଛନ୍ତି ସେଠାରେ ଆମଭଳି ନଗଣ୍ୟ ବ୍ୟକ୍ତିମାନଙ୍କୁ କିଏ ପଚାରିବ ତାକୁ ଏମିତି ସେମିତି ଭାବନାହିଁ

ସମକକ୍ଷ : ଅକିଞ୍ଚନ, ଏମିତି ସେମିତି, ତୁଚ୍ଛ, ମାମୁଲି, ସାଧାରଣ

जो गणना में न हो या जिसकी कोई गिनती न हो या बहुत ही कम महत्व का।

जहाँ बड़े-बड़े विद्वान आ रहे हैं वहाँ हम जैसे नगण्य व्यक्तियों को कौन पूछेगा।
उसे ऐसा-वैसा न समझो।
अकिंचन, अगण्य, अदना, अनुदात्त, ऊन, ऐरा ग़ैरा, ऐरा गैरा, ऐरा-ग़ैरा, ऐरा-गैरा, ऐराग़ैरा, ऐरागैरा, ऐसा-वैसा, गया-बीता, तुच्छ, न तीन में न तेरह में, नगण्य, नाचीज, नाचीज़, मामूली, हकीर, हीन

(informal) small and of little importance.

A fiddling sum of money.
A footling gesture.
Our worries are lilliputian compared with those of countries that are at war.
A little (or small) matter.
A dispute over niggling details.
Limited to petty enterprises.
Piffling efforts.
Giving a police officer a free meal may be against the law, but it seems to be a picayune infraction.
fiddling, footling, lilliputian, little, niggling, petty, picayune, piddling, piffling, trivial