ଅର୍ଥ : କୌଣସି କର୍ମଚାରୀ କିଛି ଦିନପାଇଁ କେଉଁଠିକି ଚାଲିଯିବା ପରେ ତାଙ୍କ ସ୍ଥାନରେ କାମ କରୁଥିବା ବ୍ୟକ୍ତି
ଉଦାହରଣ :
ଶ୍ୟାମ ଏବେ କାମଚଳା କର୍ମଚାରୀ ରୂପେ କାର୍ଯ୍ୟରତ
ସମକକ୍ଷ : କାର୍ଯ୍ୟକାରୀ, କାର୍ଯ୍ୟନିର୍ବାହୀ, ସ୍ଥାନାପନ୍ନ
ଅର୍ଥ : ଯେଉଁଥିରେ କୌଣସି ପ୍ରକାର କାମ କରାଯାଇପାରେ
ଉଦାହରଣ :
ମୁଁ ଏହି ଯନ୍ତ୍ରକୁ କାମଚଳା କରିଦେଇଛି