ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସର୍ତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସର୍ତ୍ତ   ବିଶେଷ୍ୟ

ଅର୍ଥ : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା

ଉଦାହରଣ : ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ

ସମକକ୍ଷ : ଅନୁବନ୍ଧ, ନିଷ୍ପତ୍ତି, ବୁଝାମଣା, ରାଜିନାମା

कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।

दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।
अनुबंध, अनुबन्ध, आबंध, आबंधन, आबन्ध, आबन्धन, करार, कान्ट्रैक्ट, कॉन्ट्रैक्ट, समझौता

An accommodation in which both sides make concessions.

The newly elected congressmen rejected a compromise because they considered it `business as usual'.
compromise

ଅର୍ଥ : କୌଣସି ବିଷୟ ଠିକ୍‌ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ

ଉଦାହରଣ : ରାହୁଲ ସର୍ତ୍ତ ଜିତିଗଲା

ସମକକ୍ଷ : ବାଜି

किसी विषय के ठीक होने के संबंध में दृढ़ता पूवर्क कुछ कहने का वह प्रकार जिसमें सत्य या असत्य सिद्ध होने पर हार-जीत व कुछ लेन-देन भी हो।

राहुल शर्त जीत गया।
दाँव, दाव, दावँ, बाज़ी, बाजी, शर्त, होड़

The act of gambling.

He did it on a bet.
bet, wager

ଅର୍ଥ : ଲେଖ୍ୟ ବା ଠିକା ଆଦିର ସର୍ତ୍ତ

ଉଦାହରଣ : ସର୍ତ୍ତ ଉଲଙ୍ଘନ କଲେ ଜୋରିମାନା ଦେବାକୁ ହେବ

ସମକକ୍ଷ : ଚୁକ୍ତି, ଚୁକ୍ତିପତ୍ର

लेख्य या ठेके आदि की शर्त।

पण का उल्लंघन करने पर जुर्माना देना होगा।
पण

ଅର୍ଥ : ଏହି ପତ୍ର ଯେଉଁଥିରେ କୌଣସି ପ୍ରକାର ଚୁକ୍ତି ଓ ସର୍ତ୍ତ ଲେଖାଯାଇଥାଏ

ଉଦାହରଣ : ଦୁଇ ଦଳ ଚୁକ୍ତିନାମାରେ ହସ୍ତାକ୍ଷର କରିଦେଇଛନ୍ତି

ସମକକ୍ଷ : ଏଗ୍ରିମେଣ୍ଟ, ଚୁକ୍ତିପତ୍ର, ରାଜିନାମା

A binding agreement between two or more persons that is enforceable by law.

contract

ଅର୍ଥ : କୌଣସି ନିଶ୍ଚୟ, ବିଦ୍ଧିଆଦିରେ ଆସୁଥିବା କଠିନତାରୁ ରକ୍ଷାପାଇବାପାଇଁ ବାହାର କରାଯାଉଥିବା ମାର୍ଗ ବା ନିଶ୍ଚିତ କରାଯାଉଥିବା ବିଧାନ

ଉଦାହରଣ : ସରକାର ଏହି ସର୍ତ୍ତ ରଖିଛନ୍ତି ଯେ ଅଧିକ ମାତ୍ରାରେ ଚିନି ଉତ୍ପାଦନ କରୁଥିବା ରାଜ୍ୟକୁ ହିଁ ଏହି ସୁବିଧା ଦିଆଯିବ

ସମକକ୍ଷ : ପ୍ରତିବନ୍ଧ

किसी निश्चय,विधि आदि में पड़नेवाली कठिनता से बचने के लिए निकाला हुआ मार्ग या निश्चित किया हुआ विधान।

सरकार ने यह शर्त रखी है कि अधिक मात्रा में चीनी का उत्पादन करनेवाले राज्य को ही यह सुविधा दी जायेगी।
प्रतिबंध, प्रतिबन्ध, शर्त

(usually plural) a statement of what is required as part of an agreement.

The contract set out the conditions of the lease.
The terms of the treaty were generous.
condition, strings, term

ଅର୍ଥ : ଯେଉଁ ବସ୍ତୁ ଦେବାପାଇଁ ପ୍ରତିଜ୍ଞା ବା ସର୍ତ୍ତ ରହିଛି

ଉଦାହରଣ : ମନୋହର ପଣନେବାପାଇଁ ଠିକାଦାର ପାଖକୁ ଯାଇଛି

ସମକକ୍ଷ : ପଣ, ବାଜି

वह वस्तु जिसके देने का करार या शर्त हो।

मनोहर ठेकेदार के पास पण लेने गया है।
पण