ଅର୍ଥ : ତମ୍ବାର ଯେଉଁ ଖଣ୍ଡ ପ୍ରାଚୀନକାଳରେ ମୁଦ୍ରା ଭଳି ବ୍ୟବହାର କରାଯାଉଥିଲା
ଉଦାହରଣ :
ସଂଗ୍ରହାଳୟରେ ପଣ ଦେଖିବାକୁ ମିଳିଲା
ଅର୍ଥ : ସୈନିକଙ୍କ ଚଢ଼ା ଖର୍ଚ୍ଚ
ଉଦାହରଣ :
ପଣ ବିଷୟରେ ଚିନ୍ତା ନ କରି ଆପଣ ଚଢ଼ିବାପାଇଁ ପ୍ରସ୍ତୁତ ହୁଅନ୍ତୁ
ଅର୍ଥ : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
ଉଦାହରଣ :
ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
ସମକକ୍ଷ : ବାଜି
ଅର୍ଥ : ଯେଉଁ ପୁରସ୍କାର ରାଶି କୌଣସି ମୁଦ୍ରା ବା କଉଡ଼ି ରୂପେ ଦିଆଯାଏ
ଉଦାହରଣ :
ମାଲିକ ଜଗୁଆଳିକୁ ପାଞ୍ଚ ପଣ ଦେଲେ
ଅର୍ଥ : ଜୁଆରେ କୌଣସି ଲୋକର ଜିମାରେ ବାକି ପଡ଼ିଥିବା ଧନ
ଉଦାହରଣ :
ସୋହନକୁ ଦୁଇ ଶହ ଟଙ୍କା ପଣ ଦେବାକୁ ଅଛି