ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷ୍ପତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷ୍ପତ୍ତି   ବିଶେଷ୍ୟ

ଅର୍ଥ : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା

ଉଦାହରଣ : ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ

ସମକକ୍ଷ : ଅନୁବନ୍ଧ, ବୁଝାମଣା, ରାଜିନାମା, ସର୍ତ୍ତ

कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।

दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।
अनुबंध, अनुबन्ध, आबंध, आबंधन, आबन्ध, आबन्धन, करार, कान्ट्रैक्ट, कॉन्ट्रैक्ट, समझौता

An accommodation in which both sides make concessions.

The newly elected congressmen rejected a compromise because they considered it `business as usual'.
compromise

ଅର୍ଥ : ସମାପ୍ତ କରିବା କ୍ରିୟା ବା ଭାବ

ଉଦାହରଣ : ମୁ ଘରୋଇ ମାମଲା ସମାପ୍ତ କରି ଶ୍ରୀଘ୍ର ହିଁ ଫେରି ଆସିବି

ସମକକ୍ଷ : ମୀମାଂସା, ସମାପ୍ତି

निपटाने की क्रिया या भाव।

मैं घरेलू मामलों के निपटारे में बाहरी लोगों का हस्तक्षेप पसंद नहीं करती।
निपटान, निपटारा, निपटाव, निबटान, निबटारा, वृजन

ଅର୍ଥ : ନିଷ୍ପତ୍ତି କରିବାର କ୍ରିୟା ବା ଭାବ

ଉଦାହରଣ : ମୋ ଝଗଡ଼ାର ନିଷ୍ପତ୍ତି ହେଲା

ସମକକ୍ଷ : ମୀମାଂଶା

निपटने या निपटाने की क्रिया या भाव।

झगड़े के निपटारे के बाद लोग अपने घर चले गए।
निपटान, निपटारा, निबटान, निबटारा

The successful action of solving a problem.

The solution took three hours.
solution

ଅର୍ଥ : ଯୁକ୍ତିଦ୍ୱାରା କୌଣସି ବସ୍ତୁର ସ୍ଥିତି ସମ୍ପର୍କରେ ନିଶ୍ଚୟ କରିବା

ଉଦାହରଣ : ବହୁତ ପ୍ରଯତ୍ନପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ରାମ ଭଲ ଲୋକ

ସମକକ୍ଷ : ନିର୍ଣ୍ଣୟ, ନିଷ୍କର୍ଷ, ଫଳାଫଳ, ସିଦ୍ଧାନ୍ତ

हेतु द्वारा किसी वस्तु की स्थिति का निश्चय।

बहुत प्रयत्न के बाद हम इस नतीजे पर पहुँचे हैं कि राम अच्छा आदमी है।
नतीजा, निर्णय, निष्कर्ष

A position or opinion or judgment reached after consideration.

A decision unfavorable to the opposition.
His conclusion took the evidence into account.
Satisfied with the panel's determination.
conclusion, decision, determination