ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁବନ୍ଧ   ବିଶେଷ୍ୟ

ଅର୍ଥ : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା

ଉଦାହରଣ : ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ

ସମକକ୍ଷ : ନିଷ୍ପତ୍ତି, ବୁଝାମଣା, ରାଜିନାମା, ସର୍ତ୍ତ

कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।

दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।
अनुबंध, अनुबन्ध, आबंध, आबंधन, आबन्ध, आबन्धन, करार, कान्ट्रैक्ट, कॉन्ट्रैक्ट, समझौता

An accommodation in which both sides make concessions.

The newly elected congressmen rejected a compromise because they considered it `business as usual'.
compromise

ଅର୍ଥ : କୌଣସି ବିଷୟର ସମସ୍ତ କଥାର ବିବେଚନା

ଉଦାହରଣ : ବହିର ଶେଷ ପୃଷ୍ଠାରେ ଅନୁବନ୍ଧ ଲେଖାଯାଇଛି

ସମକକ୍ଷ : ଅନୁବଂଧ

किसी विषय की सब बातों का विवेचन।

पुस्तक के अन्तिम पन्ने में अनुबंध लिखा हुआ है।
अनुबंध, अनुबन्ध

ଅର୍ଥ : ଯେଉଁ ବସ୍ତୁରେ କିଛି ବନ୍ଧାଯାଏ

ଉଦାହରଣ : ଯଶୋଦା କୃଷ୍ଣଙ୍କୁ ଫାଶଦ୍ୱାରା ଖୁଣ୍ଟରେ ବାନ୍ଧିଦେଉଥିଲେ

ସମକକ୍ଷ : ଆବନ୍ଧ, ଫାନ୍ଦ, ଫାଶ, ବନ୍ଧନ

वह वस्तु जिससे कुछ बाँधा जाए।

यशोदा ने कृष्ण को बंधन द्वारा ओखल से बाँध दिया था।
अंदु, अनुबंध, अनुबन्ध, अन्दु, अलान, आबंध, आबंधन, आबन्ध, आबन्धन, आलान, फंग, फग, बंधन, बद्धी, बन्धन

Restraint that attaches to something or holds something in place.

fastener, fastening, fixing, holdfast