ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁକ୍ତିପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁକ୍ତିପତ୍ର   ବିଶେଷ୍ୟ

ଅର୍ଥ : ଲେଖ୍ୟ ବା ଠିକା ଆଦିର ସର୍ତ୍ତ

ଉଦାହରଣ : ସର୍ତ୍ତ ଉଲଙ୍ଘନ କଲେ ଜୋରିମାନା ଦେବାକୁ ହେବ

ସମକକ୍ଷ : ଚୁକ୍ତି, ସର୍ତ୍ତ

लेख्य या ठेके आदि की शर्त।

पण का उल्लंघन करने पर जुर्माना देना होगा।
पण

ଅର୍ଥ : ଏହି ପତ୍ର ଯେଉଁଥିରେ କୌଣସି ପ୍ରକାର ଚୁକ୍ତି ଓ ସର୍ତ୍ତ ଲେଖାଯାଇଥାଏ

ଉଦାହରଣ : ଦୁଇ ଦଳ ଚୁକ୍ତିନାମାରେ ହସ୍ତାକ୍ଷର କରିଦେଇଛନ୍ତି

ସମକକ୍ଷ : ଏଗ୍ରିମେଣ୍ଟ, ରାଜିନାମା, ସର୍ତ୍ତ

A binding agreement between two or more persons that is enforceable by law.

contract