ଅର୍ଥ : ଜୁଆଖେଳରେ ଜୁଆଡ଼ିମାନଙ୍କଦ୍ୱାରା ବାଜିରେ ଲଗାଯାଇଥିବା ମୋଟ ଧନ
ଉଦାହରଣ :
ବାଜି ଜିତିବାକୁ ଯାଉଥିବା ଜୁଆଡ଼ି ଅତି ପ୍ରସନ୍ନ ଥିଲା
ଅର୍ଥ : କୌଣସି ବିଷୟ ଠିକ୍ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ
ଉଦାହରଣ :
ରାହୁଲ ସର୍ତ୍ତ ଜିତିଗଲା
ସମକକ୍ଷ : ସର୍ତ୍ତ
ଅର୍ଥ : ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏଭଳି ପୂରା ଖେଳ ଯେଉଁଥିରେ ହାର ଜିତଥାଏ ବା ବାଜି ଲଗାଯାଏ
ଉଦାହରଣ :
ଶ୍ୟାମ ହାରୁ ହାରୁ ଅନ୍ତିମ ସମୟରେ ବାଜି ଜିତି ଗଲା
ଅର୍ଥ : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
ଉଦାହରଣ :
ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
ସମକକ୍ଷ : ପଣ