ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୋଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୋଡ଼ି   ବିଶେଷ୍ୟ

ଅର୍ଥ : ଯେଉଁ ଦୁଇ ଜଣ ସମାନ

ଉଦାହରଣ : ଏହି ପହିଲିମାନଙ୍କର ଯୋଡ଼ି ଖୁବ୍‌ ଭଲ

वे दो जो बराबरी के हों।

इन पहलवानों की जोड़ी अच्छी है।
जोड़, जोड़ा, जोड़ी

Two items of the same kind.

brace, couple, couplet, distich, duad, duet, duo, dyad, pair, span, twain, twosome, yoke

ଅର୍ଥ : ଦୁଇ ବ୍ୟକ୍ତି ବା ବସ୍ତୁ ଯାହା ପରସ୍ପରର ସହଯୋଗୀ

ଉଦାହରଣ : ତାଙ୍କର ଯୋଡ଼ି ବହୁତ ଭଲ ଦିଶୁଛି

ସମକକ୍ଷ : ଯୁଗଳ, ଯୁଗ୍ମ, ଯୋଡ଼ା

दो व्यक्ति, वस्तु आदि जो एक-दूसरे के सहयोगी या सम्बद्ध हों।

उनकी जोड़ी बड़ी अच्छी लगती है।
जुगल, जोट, जोड़, जोड़ा, जोड़ी, यमल, युग, युगम, युगल, युग्म

A pair who associate with one another.

The engaged couple.
An inseparable twosome.
couple, duet, duo, twosome

ଅର୍ଥ : ଯେ ସଦାବେଳେ କାହା ସହିତ ରହନ୍ତି

ଉଦାହରଣ : ରାମ ଓ ଶ୍ୟାମ ଅସଲ ଯୋଡ଼ିଦାର, ଯେଉଁଆଡ଼େ ଗଲେ ବି ଏକାଠି ଯାଆନ୍ତି

ସମକକ୍ଷ : ଯୋଡ଼ିଦାର, ସଙ୍ଗୀ

वह जो हमेशा किसी के साथ रहता हो।

राम और श्याम असली जोड़ीदार हैं जहाँ भी जाते हैं साथ ही जाते हैं।
जोड़िया, जोड़ीदार, हमजोली

ଅର୍ଥ : ପୁରୁଷ ଓ ସ୍ତ୍ରୀର ଯୁଗ୍ମ

ଉଦାହରଣ : ବାଣୁଆ କ୍ରୌଞ୍ଚ ପକ୍ଷୀ ଯୋଡ଼ିରୁ ଗୋଟିକୁ ମାରିଦେଲେ

ସମକକ୍ଷ : ଯୁଗଳ, ଯୁଗ୍ମ, ଯୋଡ଼ା, ହଳ, ହଳି

नर और मादा का युग्म।

बहेलिये ने क्रौंच पक्षी के जोड़े में से एक को मार दिया।
जुगल, जोट, जोड़, जोड़ा, जोड़ी, मिथुन, यमल, युग, युगम, युगल, युग्म