ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଗୀଦାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଗୀଦାର   ବିଶେଷ୍ୟ

ଅର୍ଥ : କୌଣସି ସମ୍ପତ୍ତିର ଅଧା ଭାଗର ମାଲିକ

ଉଦାହରଣ : ଅଂଶୀଦାର ଏ ପର୍ଯ୍ୟନ୍ତ ନିଜ ଭାଗ ନେବା ପାଇଁ ଆସିନାହିଁ

ସମକକ୍ଷ : ଅଂଶୀଦାର

किसी सम्पत्ति के आधे भाग का स्वामी।

अधियार अभी तक अपना हिस्सा लेने नहीं आया !।
अधियार

ଅର୍ଥ : ମିଳିମିଶି ଖେଳୁଥିବା ଖେଳରେ ନିଜ ସାଙ୍ଗରେ ଖେଳୁଥିବା ଖେଳାଳି

ଉଦାହରଣ : ତାସ ଖେଳିବା ସମୟରେ ମୋ ସ୍ୱାମୀ ମୋର ଗୁଇଁ ହୁଅନ୍ତି

ସମକକ୍ଷ : ଅଂଶୀଦାର, ଗୁଇଁ, ଯୋଡ଼ିଦାର, ସଙ୍ଗୀ

एक साथ मिलकर खेलनेवाले खेल में अपनी ओर से खेलनेवाला खिलाड़ी।

ताश खेलते समय मेरे पति मेरे गुइयाँ होते हैं।
इस खेल में रमेश मेरा गुइयाँ रहेगा।
गुइयाँ, गोइयाँ, जोड़ीदार, पिट्ठू

ଅର୍ଥ : କୌଣସି କାମ ବା ରୋଜଗାରରେ ଭାଗ ରଖୁଥିବା ବ୍ୟକ୍ତି

ଉଦାହରଣ : ଏହି ବେପାର କରିବାପାଇଁ ମୋର ଜଣେ ଅଂଶୀଦାରର ଆବଶ୍ୟକତା ରହିଛି

ସମକକ୍ଷ : ଅଂଶୀଦାର, ସହଭାଗୀ

किसी काम या रोजगार आदि में साझा रखनेवाला व्यक्ति।

इस व्यापार को करने के लिए मुझे एक साझेदार की आवश्यकता है।
अंशक, अंशी, पट्टीदार, बखरी, बखरैत, बख़री, बख़रैत, भागीदार, शरीक, सहभागी, साझी, साझीदार, साझेदार, हिस्सेदार

A person who is a member of a partnership.

partner

ଅର୍ଥ : କୌଣସି ଅଂଶ ବା ଭାଗର ମାଲିକ

ଉଦାହରଣ : ସୋହନ ଏହି କମ୍ପାନୀର ଜଣେ ଅଂଶୀଦାର

ସମକକ୍ଷ : ଅଂଶୀଦାର

किसी अंश या हिस्से का मालिक।

सोहन इस कंपनी में एक अंशधर है।
अंशधर, अंशधारी, अंशी, भागाधिकारी

Someone who holds shares of stock in a corporation.

shareholder, shareowner, stockholder