ଅର୍ଥ : ଯେଉଁ ଦେବୀ ଅନେକ ଅସୁରଙ୍କୁ ବଧ କରିଥିଲେ ଏବଂ ଯାହାଙ୍କୁ ଆଦିଶକ୍ତି ବୋଲି ବିଚାର କରାଯାଏ
ଉଦାହରଣ :
ଦଶହରାରେ ଲୋକମାନେ ସ୍ଥାନେସ୍ଥାନେ ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତି
ସମକକ୍ଷ : ଅପରାଜିତା, ଅପର୍ଣ୍ଣା, ଆଦିଶକ୍ତି, ଜଗଦମ୍ବା, ଜଗନ୍ମୋହିନୀ, ଦଶଭୂଜା, ଦୁର୍ଗା, ଦେବୀ, ପରମେଶ୍ୱରୀ, ମହାମାୟା, ମହିଷାସୁରମର୍ଦ୍ଦିନୀ, ଶିବାନୀ, ସିଂହବାହିନୀ, ସୌମ୍ୟା
ଅର୍ଥ : ଯେଉଁ ଲିପିରେ କାଶ୍ମୀରୀ ଭାଷା ଲେଖାଯାଏ
ଉଦାହରଣ :
ଶାରଦାର ଉତ୍ପତ୍ତି ବ୍ରାହ୍ମୀ ଲିପିରୁ ହୋଇଛି
ସମକକ୍ଷ : ଶାରଦା ଲିପି