ଅର୍ଥ : ଯେଉଁ ଦେବୀ ଅନେକ ଅସୁରଙ୍କୁ ବଧ କରିଥିଲେ ଏବଂ ଯାହାଙ୍କୁ ଆଦିଶକ୍ତି ବୋଲି ବିଚାର କରାଯାଏ
ଉଦାହରଣ :
ଦଶହରାରେ ଲୋକମାନେ ସ୍ଥାନେସ୍ଥାନେ ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତି
ସମକକ୍ଷ : ଅପରାଜିତା, ଅପର୍ଣ୍ଣା, ଆଦିଶକ୍ତି, ଜଗଦମ୍ବା, ଜଗନ୍ମୋହିନୀ, ଦଶଭୂଜା, ଦୁର୍ଗା, ପରମେଶ୍ୱରୀ, ମହାମାୟା, ମହିଷାସୁରମର୍ଦ୍ଦିନୀ, ଶାରଦା, ଶିବାନୀ, ସିଂହବାହିନୀ, ସୌମ୍ୟା
ଅର୍ଥ : ମହିଳା ଦେବତା ବା ଦେବତାଙ୍କ ସ୍ତ୍ରୀ
ଉଦାହରଣ :
ଦେବୀ ସରସ୍ୱତୀ, ଲକ୍ଷ୍ମୀ ଓ ପାର୍ବତୀଙ୍କ ଗର୍ବ ଭାଙ୍ଗିବାପାଇଁ ସତୀ ଅନସୂୟା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଶିଶୁ କରିଦେଲେ
ସମକକ୍ଷ : ଠାକୁରାଣୀ
ଅର୍ଥ : ଦୈବୀଗୁଣ ଏବଂ ଶକ୍ତିରେ ପରିପୂର୍ଣ୍ଣ ପୌରାଣିକ ସ୍ତ୍ରୀ
ଉଦାହରଣ :
ଆମର କୁଳଠାକୁରାଣୀଙ୍କ ନାମ ବଞ୍ଜାରୀଦେବୀ