ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଦେବୀ ଅନେକ ଅସୁରଙ୍କୁ ବଧ କରିଥିଲେ ଏବଂ ଯାହାଙ୍କୁ ଆଦିଶକ୍ତି ବୋଲି ବିଚାର କରାଯାଏ
ଉଦାହରଣ : ଦଶହରାରେ ଲୋକମାନେ ସ୍ଥାନେସ୍ଥାନେ ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତି
ସମକକ୍ଷ : ଅପରାଜିତା, ଅପର୍ଣ୍ଣା, ଆଦିଶକ୍ତି, ଜଗଦମ୍ବା, ଦଶଭୂଜା, ଦୁର୍ଗା, ଦେବୀ, ପରମେଶ୍ୱରୀ, ମହାମାୟା, ମହିଷାସୁରମର୍ଦ୍ଦିନୀ, ଶାରଦା, ଶିବାନୀ, ସିଂହବାହିନୀ, ସୌମ୍ୟା
एक देवी जिन्होंने अनेक असुरों का वध किया और जो आदि शक्ति मानी जाती हैं।
ସଂସ୍ଥାପନ କରନ୍ତୁ