ଅର୍ଥ : ଜଣେ ଦୈତ୍ୟ
ଉଦାହରଣ :
ପୁରାଣଗୁଡ଼ିକରେ ମହାମାୟାର ବର୍ଣ୍ଣନା ମିଳେ
ଅର୍ଥ : ଯେଉଁ ଦେବୀ ଅନେକ ଅସୁରଙ୍କୁ ବଧ କରିଥିଲେ ଏବଂ ଯାହାଙ୍କୁ ଆଦିଶକ୍ତି ବୋଲି ବିଚାର କରାଯାଏ
ଉଦାହରଣ :
ଦଶହରାରେ ଲୋକମାନେ ସ୍ଥାନେସ୍ଥାନେ ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତି
ସମକକ୍ଷ : ଅପରାଜିତା, ଅପର୍ଣ୍ଣା, ଆଦିଶକ୍ତି, ଜଗଦମ୍ବା, ଜଗନ୍ମୋହିନୀ, ଦଶଭୂଜା, ଦୁର୍ଗା, ଦେବୀ, ପରମେଶ୍ୱରୀ, ମହିଷାସୁରମର୍ଦ୍ଦିନୀ, ଶାରଦା, ଶିବାନୀ, ସିଂହବାହିନୀ, ସୌମ୍ୟା
ଅର୍ଥ : ଜଣେ ବିଦ୍ୟାଧର
ଉଦାହରଣ :
ମହାମାୟାଙ୍କ ବର୍ଣ୍ଣନା ପୁରାଣରେ ମିଳେ
ଅର୍ଥ : ଆର୍ଯ୍ୟା ଛନ୍ଦର ଗୋଟିଏ ପ୍ରକାର
ଉଦାହରଣ :
ମହାମାୟାରେ ପନ୍ଦରଟି ଗୁରୁ ଏବଂ ସତେଇଶଟି ଲଘୁ ବର୍ଣ୍ଣ ଥାଏ