ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଳା   ବିଶେଷ୍ୟ

ଅର୍ଥ : ବୈବସ୍ବତ ମନୁଙ୍କ କନ୍ୟା

ଉଦାହରଣ : ପୁରୁରବା ଇଳାଙ୍କ ପୁତ୍ର ଥିଲେ

वैवस्वत मनु की कन्या।

पुरूरवा इला का पुत्र था।
इला

An imaginary being of myth or fable.

mythical being

ଅର୍ଥ : ବିଦ୍ୟା ଓ ବାଣୀର ଅଧିଷ୍ଠାତ୍ରୀ ଦେବୀ

ଉଦାହରଣ : ହଂସ ସରସ୍ୱତୀଙ୍କ ବାହାନ

ସମକକ୍ଷ : ଇରା, ଜ୍ଞାନଦା, ପ୍ରଜ୍ଞା, ବାଗ୍‌ଦେବୀ, ବୀଣାପାଣି, ଭାରତୀ, ମହାଶୁକ୍ଳା, ମହାଶ୍ୱେତା, ଶାରଦା, ସରସ୍ୱତୀ

Hindu goddess of learning and the arts.

sarasvati