ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଭ   ବିଶେଷ୍ୟ

ଅର୍ଥ : କିଣିଲାବେଳେ ଓଜନ ଠାରୁ କିଛି ଅଧିକ ଅଲଗା ଭାବେ ଦିଆ ଯାଉଥିବା ବସ୍ତୁ

ଉଦାହରଣ : ପିଲାମାନେ ମିଠାଇ ବିକାଳିଠାରୁ ଲାଭ ମାଗୁଥିଲେ

खरीदने में तौल से कुछ अधिक अलग से दी जाने वाली वस्तु।

बच्चे मिठाई बेचनेवाले से घलुआ माँग रहे थे।
घलुआ, घलुवा, घाल, घेलौना, फसकी, व्याजी

ଅର୍ଥ : କାହାରି ଭଲ ବା ହିତଆଦି କରିବା କ୍ରିୟା

ଉଦାହରଣ : ସଜ୍ଜନ ଲୋକ ସମସ୍ତଙ୍କ ଉପକାର କରିଥାନ୍ତି

ସମକକ୍ଷ : ଉପକାର, ଭଲ, ଭଲେଇ, ମୁନାଫା, ହିତ

किसी की भलाई या हित आदि करने की क्रिया।

सज्जन लोग सबका उपकार करते रहते हैं।
अहसान, इहसान, उपकार, एहसान, नेकी, भला, भलाई, सआदत, हित

An act intending or showing kindness and good will.

benefaction, benevolence

ଅର୍ଥ : ବେପାର, କାମଆଦିରେ ହେଉଥିବା ଲାଭ

ଉଦାହରଣ : ସେ ଲୁଗା ବେପାରରେ ପ୍ରଚୁର ଲାଭ କଲା ମିଛ କହି ମୋର କି ଲାଭ ହେବ

ସମକକ୍ଷ : ଫାଇଦା, ମୁନାଫା

व्यापार, काम आदि में होने वाला मुनाफ़ा।

मुझे इस कपड़ा व्यापार से काफ़ी लाभ की उम्मीद थी।
आमिष, जोग, नफा, निपजी, प्राफिट, प्रॉफिट, फ़ायदा, फायदा, बरकत, मुनाफ़ा, मुनाफा, योग, रिटर्न, लाभ

The advantageous quality of being beneficial.

gain, profit

ଅର୍ଥ : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା

ଉଦାହରଣ : ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ

ସମକକ୍ଷ : ଉଦ୍ଦେଶ୍ୟ, ଗରଜ, ସ୍ୱାର୍ଥ

अपना उद्देश्य या प्रयोजन।

यहाँ आने के पीछे श्याम का कुछ स्वार्थ है।
अपरती, आपकाज, गरज, ग़रज़, स्वारथ, स्वार्थ

Concern for your own interests and welfare.

egocentrism, egoism, self-centeredness, self-concern, self-interest

ଅର୍ଥ : କିଛି ପ୍ରାପ୍ତକରିବା (ବା ଉତ୍ପନ୍ନ) କରିବାର କ୍ରିୟା

ଉଦାହରଣ : ବିଦ୍ୟା ଅର୍ଜନପାଇଁ ସେ ବିଦେଶକୁ ଯାଉଛି

ସମକକ୍ଷ : ଅର୍ଜନ, ଉପାର୍ଜନ, ଗ୍ରହଣ, ପ୍ରାପ୍ତି

कुछ प्राप्त करने या उत्पन्न करने की क्रिया।

विद्या उपार्जन के लिए वह विदेश जा रहा है।
अर्जन, उपार्जन

The act of acquiring something.

I envied his talent for acquiring.
He's much more interested in the getting than in the giving.
acquiring, getting