ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱାର୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱାର୍ଥ   ବିଶେଷ୍ୟ

ଅର୍ଥ : ସ୍ୱାର୍ଥକୁ ନେଇ ସମ୍ପର୍କ

ଉଦାହରଣ : ସାରା ସଂସାର ସ୍ୱାର୍ଥରେ ଗଢା

स्वार्थ का भाव।

सारा संसार स्वार्थता से भरा है।
स्वार्थता, स्वार्थीपना

Stinginess resulting from a concern for your own welfare and a disregard of others.

selfishness

ଅର୍ଥ : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା

ଉଦାହରଣ : ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ

ସମକକ୍ଷ : ଉଦ୍ଦେଶ୍ୟ, ଗରଜ, ଲାଭ

अपना उद्देश्य या प्रयोजन।

यहाँ आने के पीछे श्याम का कुछ स्वार्थ है।
अपरती, आपकाज, गरज, ग़रज़, स्वारथ, स्वार्थ

Concern for your own interests and welfare.

egocentrism, egoism, self-centeredness, self-concern, self-interest

ସ୍ୱାର୍ଥ   ବିଶେଷଣ

ଅର୍ଥ : ଯେ ସ୍ୱାର୍ଥରେ ଭରିଯାଇଛି ବା ନିଜ ମତଲବରେ ଥିବା ଲୋକ

ଉଦାହରଣ : ସ୍ୱାର୍ଥୀ ଲୋକଙ୍କଠାରୁ ଦୂରରେ ରୁହ

ସମକକ୍ଷ : ସ୍ୱାର୍ଥପର, ସ୍ୱାର୍ଥପରାୟଣ

Concerned chiefly or only with yourself and your advantage to the exclusion of others.

Selfish men were...trying to make capital for themselves out of the sacred cause of civil rights.
selfish

ଅର୍ଥ : ଯେଉଁଥିରେ ନିଜ ସୁଖ ନିହିତ ଅଛି

ଉଦାହରଣ : ସେ ନିଜପାଇଁ କାମ କରୁଛି

ସମକକ୍ଷ : ନିଜପାଇଁ, ସ୍ୱେଚ୍ଛାର୍ଥ