ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗରଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗରଜ   ବିଶେଷ୍ୟ

ଅର୍ଥ : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା

ଉଦାହରଣ : ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ

ସମକକ୍ଷ : ଉଦ୍ଦେଶ୍ୟ, ଲାଭ, ସ୍ୱାର୍ଥ

अपना उद्देश्य या प्रयोजन।

यहाँ आने के पीछे श्याम का कुछ स्वार्थ है।
अपरती, आपकाज, गरज, ग़रज़, स्वारथ, स्वार्थ

Concern for your own interests and welfare.

egocentrism, egoism, self-centeredness, self-concern, self-interest