ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାଇଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାଇଦା   ବିଶେଷ୍ୟ

ଅର୍ଥ : ବେପାର, କାମଆଦିରେ ହେଉଥିବା ଲାଭ

ଉଦାହରଣ : ସେ ଲୁଗା ବେପାରରେ ପ୍ରଚୁର ଲାଭ କଲା ମିଛ କହି ମୋର କି ଲାଭ ହେବ

ସମକକ୍ଷ : ମୁନାଫା, ଲାଭ

व्यापार, काम आदि में होने वाला मुनाफ़ा।

मुझे इस कपड़ा व्यापार से काफ़ी लाभ की उम्मीद थी।
आमिष, जोग, नफा, निपजी, प्राफिट, प्रॉफिट, फ़ायदा, फायदा, बरकत, मुनाफ़ा, मुनाफा, योग, रिटर्न, लाभ

The advantageous quality of being beneficial.

gain, profit

ଅର୍ଥ : କାହାଦ୍ୱାରା ବା ଅନ୍ୟ କୌଣସି ପ୍ରକାରରେ ହେଉଥିବା କାହାର ମଙ୍ଗଳ

ଉଦାହରଣ : ସେହି କାମକର ଯାହାଦ୍ୱାରା ସମସ୍ତଙ୍କର ହିତ ହେବ

ସମକକ୍ଷ : କଲ୍ୟାଣ, ଭଲ, ମଙ୍ଗଳ, ହିତ

किसी के द्वारा या अन्य किसी प्रकार से होने वाली किसी की भलाई।

वही काम करें जिसमें सबका हित हो।
कल्याण, फ़ायदा, फायदा, भला, मंगल, हित

Something that aids or promotes well-being.

For the benefit of all.
benefit, welfare