ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିତ   ବିଶେଷ୍ୟ

ଅର୍ଥ : କାହାରି ଭଲ ବା ହିତଆଦି କରିବା କ୍ରିୟା

ଉଦାହରଣ : ସଜ୍ଜନ ଲୋକ ସମସ୍ତଙ୍କ ଉପକାର କରିଥାନ୍ତି

ସମକକ୍ଷ : ଉପକାର, ଭଲ, ଭଲେଇ, ମୁନାଫା, ଲାଭ

किसी की भलाई या हित आदि करने की क्रिया।

सज्जन लोग सबका उपकार करते रहते हैं।
अहसान, इहसान, उपकार, एहसान, नेकी, भला, भलाई, सआदत, हित

An act intending or showing kindness and good will.

benefaction, benevolence

ଅର୍ଥ : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା

ଉଦାହରଣ : ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ

ସମକକ୍ଷ : କଲ୍ୟାଣ, ଭଲ, ମଙ୍ଗଳ, ଶୁଭ

सुख, समृद्धि तथा कुशलता से परिपूर्ण होने की अवस्था।

हमें सबके कल्याण की कामना करनी चाहिए।
कल्याण, भद्र, भला, भलाई, मंगल, शुभ, सलामती, स्वस्ति, हित

A contented state of being happy and healthy and prosperous.

The town was finally on the upbeat after our recent troubles.
eudaemonia, eudaimonia, upbeat, welfare, well-being, wellbeing

ଅର୍ଥ : କାହାଦ୍ୱାରା ବା ଅନ୍ୟ କୌଣସି ପ୍ରକାରରେ ହେଉଥିବା କାହାର ମଙ୍ଗଳ

ଉଦାହରଣ : ସେହି କାମକର ଯାହାଦ୍ୱାରା ସମସ୍ତଙ୍କର ହିତ ହେବ

ସମକକ୍ଷ : କଲ୍ୟାଣ, ଫାଇଦା, ଭଲ, ମଙ୍ଗଳ

किसी के द्वारा या अन्य किसी प्रकार से होने वाली किसी की भलाई।

वही काम करें जिसमें सबका हित हो।
कल्याण, फ़ायदा, फायदा, भला, मंगल, हित

Something that aids or promotes well-being.

For the benefit of all.
benefit, welfare