ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପାର୍ଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପାର୍ଜନ   ବିଶେଷ୍ୟ

ଅର୍ଥ : ପରିଶ୍ରମ ବା ପ୍ରୟାସ କରି ଧନପ୍ରାପ୍ତ କରିବା ପ୍ରକ୍ରିୟା

ଉଦାହରଣ : ଶ୍ୟାମ ଦଲାଲ କାମ କରି ହଜାର ହଜାର ଟଙ୍କା ରୋଜଗାର କରେ

ସମକକ୍ଷ : ଅର୍ଥ ଉପାର୍ଜନ, ରୋଜଗାର

परिश्रम या प्रयत्न करके धन प्राप्त करने की क्रिया।

श्याम एक महीने में दलाली करके हजारों रुपयों की कमाई कर लेता है।
अर्थसमाहार, अर्थोंपार्जन, उपार्जन, कमाई, कमाना, धनोपार्जन

The act of making money (and accumulating wealth).

moneymaking

ଅର୍ଥ : କିଛି ପ୍ରାପ୍ତକରିବା (ବା ଉତ୍ପନ୍ନ) କରିବାର କ୍ରିୟା

ଉଦାହରଣ : ବିଦ୍ୟା ଅର୍ଜନପାଇଁ ସେ ବିଦେଶକୁ ଯାଉଛି

ସମକକ୍ଷ : ଅର୍ଜନ, ଗ୍ରହଣ, ପ୍ରାପ୍ତି, ଲାଭ

कुछ प्राप्त करने या उत्पन्न करने की क्रिया।

विद्या उपार्जन के लिए वह विदेश जा रहा है।
अर्जन, उपार्जन

The act of acquiring something.

I envied his talent for acquiring.
He's much more interested in the getting than in the giving.
acquiring, getting

ଅର୍ଥ : ଲାଭଆଦି ରୂପରେ ଆସୁଥିବା ବା ମିଳୁଥିବା ଧନ

ଉଦାହରଣ : କୃଷି ହିଁ ଆମ ଆୟର ମୁଖ୍ୟ ସାଧନ

ସମକକ୍ଷ : ଅର୍ଥଲାଭ, ଆୟ, ଇନକମ୍‌, କମାଣି, କମେଇ, ରୋଜଗାର

लाभ आदि के रूप में आने या प्राप्त होने वाला धन।

कृषि ही हमारी आय का मुख्य साधन है।
अर्थागम, आगम, आगमन, आमद, आमदनी, आमदरफ़्त, आमदरफ्त, आय, इनकम, इन्कम, कमाई, जोग, धनागम, पैदा, योग

The financial gain (earned or unearned) accruing over a given period of time.

income