ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଦ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଦ କରିବା   କ୍ରିୟାପଦ

ଅର୍ଥ : ଦ୍ୱାର,ମୁହଁ ଆଦି ଉପରେ କିଛି ରଖି ତାକୁ ବନ୍ଦ କରିବା

ଉଦାହରଣ : ସେ ମୂଷା ଗାତ ବୁଜୁଛି

ସମକକ୍ଷ : ବୁଜିବା, ମୁଦିବା

द्वार, मुँह आदि पर कुछ रखकर उसे बन्द करना।

वह चूहे का बिल मूँद रहा है।
बंद करना, बन्द करना, मूँदना, मूंदना

ଅର୍ଥ : (ସ୍ଫୁରଣ) ରୋକିବା ବା କୌଣସି ଉପକରଣ ବା ମଧ୍ୟଭାଗରେ (ଦୋଳନ ବା ପ୍ରବାହ) ରୋକିବା

ଉଦାହରଣ : ଇଲେକଟ୍ରିସିଆନ୍ ଖରାପ ହୋଇଥିବା ସ୍ୱିଚରୁ ବାହାରୁଥିବା ସ୍ଫୁଲିଙ୍ଗକୁ ଲିଭାଇଲେ

ସମକକ୍ଷ : ନିର୍ବାପିତ କରିବା, ନିଶ୍ଚିହ୍ନ କରିବା, ଲିଭାଇବା

* (इलेक्ट्रानिकी) जब प्रेरक परिपथ में विद्युत प्रवाह बंद हो तो (स्फुरण) रोकना या किसी उपकरण या घटक में (दोलन या प्रवाह) रोकना।

बिजली-मिस्त्री ने खराब स्विच से निकल रहे स्फुर्लिंग को बुझाया।
क्वेंच करना, क्वेन्च करना, बुझाना

Electronics: suppress (sparking) when the current is cut off in an inductive circuit, or suppress (an oscillation or discharge) in a component or device.

quench

ଅର୍ଥ : ଏଭଳି ପରିସ୍ଥିତି କରିବା ଯେଉଁଥିରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରେନାହିଁ ବା ଯାହାର ବ୍ୟବହାର କରାଯାଇ ପାରେନାହିଁ

ଉଦାହରଣ : ଛାତ୍ରାବାସର ମୁଖ୍ୟଦ୍ୱାର ଆଠଟା ବେଳକୁ ହିଁ ବନ୍ଦ କରାଯାଏ

ସମକକ୍ଷ : ରୁଦ୍ଧ କରିବା

ऐसी स्थिति में करना जिससे कोई वस्तु अंदर से बाहर या बाहर से अंदर न जा सके या जिसका उपयोग न किया जा सके।

छात्रावास का मुख्य द्वार आठ बजे ही बंद किया जाता है।
बंद करना, बन्द करना, ब्लाक कर देना, ब्लाक करना, ब्लॉक कर देना, ब्लॉक करना, लगा देना, लगाना

ଅର୍ଥ : ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା

ଉଦାହରଣ : ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ବନ୍ଦ କଲେ

ସମକକ୍ଷ : ରୋକିବା

चली आ रही बात आदि को बंद करना।

राजा राम मोहन राय ने सती प्रथा को रोका।
रोकना

Terminate.

She interrupted her pregnancy.
Break a lucky streak.
Break the cycle of poverty.
break, interrupt

ଅର୍ଥ : କବାଟଆଦି ବନ୍ଦ କରିବା

ଉଦାହରଣ : ସେ ଭିତରକୁ ଯିବା ମାତ୍ରେ କବାଟ ଆଉଜାଇଦେଲା

ସମକକ୍ଷ : ଆଉଜାଇଦେଲା, ଭିଡ଼ିବା

दरवाज़ा आदि बंद करना।

उसने भीतर जाते हुए दरवाज़ा उढ़का दिया।
उठँगाना, उठंगाना, उढ़काना, उढ़ुकाना, भिड़ाना, भीड़ना