ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋକ୍ଷ   ବିଶେଷ୍ୟ

ଅର୍ଥ : ଗ୍ରହଣର ଶେଷ

ଉଦାହରଣ : ଗ୍ରହଣ ମୋକ୍ଷ ପରେ ମାଆ ଖାଇବେ

ସମକକ୍ଷ : ଗ୍ରହଣ ମୋକ୍ଷ

ग्रहण की समाप्ति।

माँ उग्रह के बाद ही भोजन करेंगी।
उग्रह

ଅର୍ଥ : ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା

ଉଦାହରଣ : ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ

ସମକକ୍ଷ : ଅମରପଦ, କୈବଲ୍ୟ, ନିର୍ବାଣ, ନିଷ୍କୃତି, ମୁକ୍ତି, ମୋଚନ

(Hinduism and Buddhism) the beatitude that transcends the cycle of reincarnation. Characterized by the extinction of desire and suffering and individual consciousness.

enlightenment, nirvana

ଅର୍ଥ : ମୁକ୍ତି ପାଇବାର କ୍ରିୟା

ଉଦାହରଣ : ଈଶ୍ୱର ସାଧନା ହିଁ ଜଗତରୁ ମୁକ୍ତି ପାଇବାର ସାଧନ

ସମକକ୍ଷ : ଉଦ୍ଧାର, ନିସ୍ତାର, ମୁକ୍ତି

उबरने की क्रिया।

ईश्वर साधना जग उबराई का साधन है।
उबराई, निस्तराई

Recovery or preservation from loss or danger.

Work is the deliverance of mankind.
A surgeon's job is the saving of lives.
deliverance, delivery, rescue, saving