ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷ୍କୃତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷ୍କୃତି   ବିଶେଷ୍ୟ

ଅର୍ଥ : ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା

ଉଦାହରଣ : ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ

ସମକକ୍ଷ : ଅମରପଦ, କୈବଲ୍ୟ, ନିର୍ବାଣ, ମୁକ୍ତି, ମୋକ୍ଷ, ମୋଚନ

(Hinduism and Buddhism) the beatitude that transcends the cycle of reincarnation. Characterized by the extinction of desire and suffering and individual consciousness.

enlightenment, nirvana

ଅର୍ଥ : କୌଣସି ପାପରୁ ମୁକ୍ତିପାଇବାପାଇଁ କରାଯାଉଥିବା ଧାର୍ମିକ ଉପଚାର

ଉଦାହରଣ : ହିନ୍ଦୁମାନେ ପାପର ପ୍ରାୟଶ୍ଚିତ କରିବାପାଇଁ ଦାନ, ଧର୍ମ, ଓ ତୀର୍ଥ କରନ୍ତି

ସମକକ୍ଷ : ନିସ୍ତାର, ପ୍ରାୟଶ୍ଚିତ

कोई पाप करने पर उसके दोष से मुक्त होने के लिए किया जानेवाला कोई धार्मिक या अच्छा काम।

हिंदूलोग अपने पापों का प्रायश्चित करने के लिए तीर्थ,दान आदि करते हैं।
निष्कृति, प्रायश्चित, प्रायश्चित्त

The act of atoning for sin or wrongdoing (especially appeasing a deity).

atonement, expiation, propitiation