ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ବାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ବାଣ   ବିଶେଷ୍ୟ

ଅର୍ଥ : ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା

ଉଦାହରଣ : ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ

ସମକକ୍ଷ : ଅମରପଦ, କୈବଲ୍ୟ, ନିଷ୍କୃତି, ମୁକ୍ତି, ମୋକ୍ଷ, ମୋଚନ

(Hinduism and Buddhism) the beatitude that transcends the cycle of reincarnation. Characterized by the extinction of desire and suffering and individual consciousness.

enlightenment, nirvana

ଅର୍ଥ : ଏକ ଉପନିଷଦ

ଉଦାହରଣ : ନିର୍ବାଣ ଉପନିଷଦ ଋଗବେଦସହିତ ସମ୍ବନ୍ଧିତ

ସମକକ୍ଷ : ନିର୍ବାଣ ଉପନିଷଦ, ନିର୍ବାଣୋପନିଷଦ

एक उपनिषद्।

निर्वाण उपनिषद् ऋग् वेद से संबंधित है।
निर्वाण, निर्वाण उपनिषद, निर्वाण उपनिषद्, निर्वाणोपनिषद, निर्वाणोपनिषद्

A later sacred text of Hinduism of a mystical nature dealing with metaphysical questions.

The Vedanta philosophy developed from the pantheistic views of the Upanishads.
upanishad