ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିସ୍ତାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିସ୍ତାର   ବିଶେଷ୍ୟ

ଅର୍ଥ : କୌଣସି ପାପରୁ ମୁକ୍ତିପାଇବାପାଇଁ କରାଯାଉଥିବା ଧାର୍ମିକ ଉପଚାର

ଉଦାହରଣ : ହିନ୍ଦୁମାନେ ପାପର ପ୍ରାୟଶ୍ଚିତ କରିବାପାଇଁ ଦାନ, ଧର୍ମ, ଓ ତୀର୍ଥ କରନ୍ତି

ସମକକ୍ଷ : ନିଷ୍କୃତି, ପ୍ରାୟଶ୍ଚିତ

कोई पाप करने पर उसके दोष से मुक्त होने के लिए किया जानेवाला कोई धार्मिक या अच्छा काम।

हिंदूलोग अपने पापों का प्रायश्चित करने के लिए तीर्थ,दान आदि करते हैं।
निष्कृति, प्रायश्चित, प्रायश्चित्त

The act of atoning for sin or wrongdoing (especially appeasing a deity).

atonement, expiation, propitiation

ଅର୍ଥ : କୌଣସି କାର୍ଯ୍ୟ ଆଦିରୁ ରକ୍ଷାପାଇବାର ପ୍ରକ୍ରିୟା

ଉଦାହରଣ : ସେ ମୋତେ କରରୁ ରକ୍ଷା ପାଇବାର କେତେକ ଉପାୟ ବତାଇଲେ

ସମକକ୍ଷ : ଅବ୍ୟାହତି, ରକ୍ଷା

किसी कार्य आदि से बचने की क्रिया।

उसने मुझे कर अपवंचन के कई उपाय सुझाए।
अपवंचन, परिहार

Deliberately avoiding. Keeping away from or preventing from happening.

avoidance, dodging, shunning, turning away

ଅର୍ଥ : ମୁକ୍ତି ପାଇବାର କ୍ରିୟା

ଉଦାହରଣ : ଈଶ୍ୱର ସାଧନା ହିଁ ଜଗତରୁ ମୁକ୍ତି ପାଇବାର ସାଧନ

ସମକକ୍ଷ : ଉଦ୍ଧାର, ମୁକ୍ତି, ମୋକ୍ଷ

उबरने की क्रिया।

ईश्वर साधना जग उबराई का साधन है।
उबराई, निस्तराई

Recovery or preservation from loss or danger.

Work is the deliverance of mankind.
A surgeon's job is the saving of lives.
deliverance, delivery, rescue, saving

ଅର୍ଥ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ

ଉଦାହରଣ : ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା

ସମକକ୍ଷ : ଉଦ୍ଧାର, ତାରଣ, ମୁକ୍ତି, ରକ୍ଷା

कष्ट या विपत्ति आदि से बचाने या छुड़ाने की क्रिया।

इस शाप से उद्धार का कोई तो उपाय होगा ही।
उद्धार, उबार, तारण, निस्तार

Recovery or preservation from loss or danger.

Work is the deliverance of mankind.
A surgeon's job is the saving of lives.
deliverance, delivery, rescue, saving