ଅର୍ଥ : ଜବତ୍ ହୋଇଥିବା ବା ହଜି ଯାଇଥିବା, ଚୋରି ଯିବା ବା ମିଳୁନଥିବା ଜିନିଷ ପାଇବାର କ୍ରିୟା
ଉଦାହରଣ :
ଚୋରିଯାଇଥିବା ଲକ୍ଷାଧିକ ଟଙ୍କାର ଆଭୂଷଣକୁ ପୁଲିସ୍ ଉଦ୍ଧାର କରିଥିବା ଖବର ମିଳୁଛି
ଅର୍ଥ : କୌଣସି ଜିନିଷକୁ ଆହୁରି ଭଲ ବା ଅଧିକ ଉପଯୋଗୀ କରିବା ବା କରାଇବା କାର୍ଯ୍ୟ
ଉଦାହରଣ :
ଏହି କାର୍ଯ୍ୟରେ ସୁଧାରର ମଧ୍ୟ ଆବଶ୍ୟକତା ରହିଛି ଡାକ୍ତରଙ୍କ ହାତରେ ରୋଗୀଙ୍କର ଉଦ୍ଧାର ହୋଇଥାଏ
ସମକକ୍ଷ : ସୁଧାର