ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋଚନ   ବିଶେଷ୍ୟ

ଅର୍ଥ : ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା

ଉଦାହରଣ : ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ

ସମକକ୍ଷ : ଅମରପଦ, କୈବଲ୍ୟ, ନିର୍ବାଣ, ନିଷ୍କୃତି, ମୁକ୍ତି, ମୋକ୍ଷ

(Hinduism and Buddhism) the beatitude that transcends the cycle of reincarnation. Characterized by the extinction of desire and suffering and individual consciousness.

enlightenment, nirvana

ଅର୍ଥ : ଦୂର କରିବା ବା ହଟାଇବା କ୍ରିୟା

ଉଦାହରଣ : ହନୁମାନଜୀ ନିଜ ଭକ୍ତଙ୍କ ସଙ୍କଟ ମୋଚନ କରନ୍ତି

ସମକକ୍ଷ : ଦୂରୀକରଣ

दूर करने या हटाने की क्रिया।

हनुमानजी अपने भक्तों के संकट का मोचन करते हैं।
अवमोचन, उन्मोचन, मोचन

The act of liberating someone or something.

freeing, liberation, release