ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଦ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଦ୍ରା   ବିଶେଷ୍ୟ

ଅର୍ଥ : ଟଙ୍କାଶାଳରେ ଗଢ଼ାଯାଇଥିବା ନିର୍ଦ୍ଦିଷ୍ଟ ମୂଲ୍ୟର ଧାତୁ ଖଣ୍ଡ ଯାହା ବିନିମୟର ସାଧନ ହୋଇଥାଏ

ଉଦାହରଣ : ଆଗକାଳରେ ସୁନା, ରୁପାଆଦିର ମୁଦ୍ରା ପ୍ରଚଳିତ ଥିଲା

ସମକକ୍ଷ : ଟଙ୍କା

टकसाल में ढला हुआ निर्दिष्ट मूल्य का धातु का टुकड़ा जो वस्तु विनिमय का साधन होता है।

पुराने ज़माने में सोने, चाँदी आदि के सिक्के चलते थे।
धातुमुद्रा, सिक्का

ଅର୍ଥ : ଶରୀର ବା କୌଣସି ଅଙ୍ଗର ଏହି ସ୍ଥାନ ଯେଉଁଥିରେ କୌଣସି ଭାବ ଅଭିବ୍ୟକ୍ତ ହୋଇଥାଏ

ଉଦାହରଣ : ନୃତ୍ୟାଙ୍ଗନା ନିଜ ଭାବଭଙ୍ଗୀରେ ଦର୍ଶକମାନଙ୍କୁ ମୁଗ୍ଧ କରୁଥିଲେ

ସମକକ୍ଷ : ଭାବଭଙ୍ଗୀ, ହାବଭାବ

शरीर या किसी अंग की वह स्थिति जिसमें कोई भाव अभिव्यक्त होता हो।

नृत्यांगना अपनी भाव-भंगिमा से दर्शकों को मुग्ध करती रही।
भंगिमा, भाव-भंगिमा, भावभंगिमा, भावभंगी, हाव-भाव, हावभाव

Characteristic way of bearing one's body.

Stood with good posture.
bearing, carriage, posture

ଅର୍ଥ : ଅକ୍ଷର, ଚିହ୍ନ, ନାମଆଦିର ଛାପ ନେବା ବା ଏଥିରେ ଚାପଦେଇ ଅଙ୍କିତ କରୁଥିବା ସିଲ୍

ଉଦାହରଣ : ପ୍ରଧାନାଚାର୍ଯ୍ୟ ନିଜ ନାଁରେ ଏକ ମୋହର ତିଆରିକଲେ

ସମକକ୍ଷ : ଛାପା, ମୋହର, ଷ୍ଟାମ୍ପ୍‌

अक्षर, चिह्न, नाम आदि की छाप लेने या उन्हें दबाकर अंकित करने का ठप्पा।

प्रधानाचार्य ने अपने नाम की एक मुहर बनवाई।
अंकक, इस्टाम, छापा, ठप्पा, नक़्श, नक्श, मुद्रा, मुहर, मोहर, सील, स्टांप, स्टाम्प, स्टैंप, स्टैम्प

A block or die used to imprint a mark or design.

stamp

ଅର୍ଥ : ଟଙ୍କା ଓ ପଇସା ଯାହା ବିନିମୟର ସାଧନ

ଉଦାହରଣ : ସେଠର ବାକ୍ସ ଟଙ୍କା ପଇସାରେ ଭର୍ତ୍ତି ହୋଇଥିଲା

ସମକକ୍ଷ : ଟଙ୍କା, ଟଙ୍କା-ପଇସା, ପଇସା

रुपये, पैसे आदि जो विनिमय के साधन हैं।

अमेरिका की मुद्रा डालर है।
करंसी, करन्सी, करेंसी, करेन्सी, मुद्रा

ଅର୍ଥ : ଛିଡ଼ାହେବା,ବସିବା ଆଦି ଶରୀରର ଅଙ୍ଗଗୁଡ଼ିକର କୌଣସି ସ୍ଥିତି

ଉଦାହରଣ : ଏହି ଫଟୋରେ ଆପଣଙ୍କ ଅଙ୍ଗଭଙ୍ଗୀରୁ ଜଣାପଡ଼ୁଚି ଯେ ଆପଣ ଶୋଇଛନ୍ତି

ସମକକ୍ଷ : ଅଙ୍ଗଭଙ୍ଗୀ, ପୋଜ

खड़े होने, बैठने आदि में शरीर के अंगों की कोई स्थिति।

इस फोटो में आपकी मुद्रा बताती है कि आप सो रहे हैं।
ठवन, पोज, पोज़, मुद्रा

The arrangement of the body and its limbs.

He assumed an attitude of surrender.
attitude, position, posture