ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଇସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଇସା   ବିଶେଷ୍ୟ

ଅର୍ଥ : ଟଙ୍କାର ଏକଶତ ଭାଗର ନିକେଲ ମୁଦ୍ରା

ଉଦାହରଣ : ଏବେ ପଇସାର ପ୍ରଚଳନ ବନ୍ଦ ହୋଇଗଲାଣି

ସମକକ୍ଷ : ଏକପଇସା

ताँबे, निकिल आदि का सिक्का जो रुपए का सौवाँ भाग होता था।

अब पैसे का प्रचलन समाप्त हो गया है।
पैसा

A fractional monetary unit in Bangladesh and India and Nepal and Pakistan.

paisa

ଅର୍ଥ : ଟଙ୍କା ଓ ପଇସା ଯାହା ବିନିମୟର ସାଧନ

ଉଦାହରଣ : ସେଠର ବାକ୍ସ ଟଙ୍କା ପଇସାରେ ଭର୍ତ୍ତି ହୋଇଥିଲା

ସମକକ୍ଷ : ଟଙ୍କା, ଟଙ୍କା-ପଇସା, ମୁଦ୍ରା

रुपये, पैसे आदि जो विनिमय के साधन हैं।

अमेरिका की मुद्रा डालर है।
करंसी, करन्सी, करेंसी, करेन्सी, मुद्रा