ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାପା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାପା   ବିଶେଷ୍ୟ

ଅର୍ଥ : କାଠ ବା ଧାତୁଆଦିର ଖଣ୍ଡ ଯାହା ଉପରେ କୌଣସି ରୂପ ବା ଚିତ୍ର ଖୋଳାହୋଇଛି ଏବଂ ଏହାକୁ କୌଣସି ଅନ୍ୟ ବସ୍ତୁଉପରେ ରଖି ଚାପିଦେଲେ ସେଥିରେ ଖୋଳା ଆକୃତି ଚପିଯାଏ ବା ତିଆରି ହୋଇଯାଏ

ଉଦାହରଣ : ଶ୍ରମିକ ଲୁଗାଉପରେ ଛାଞ୍ଚ ସାହାଯ୍ୟରେ ପ୍ରକାର ପ୍ରକାରର ଛାପ ତିଆରି କରୁଛି

ସମକକ୍ଷ : ଛାଞ୍ଚ, ଠସା, ଫରମା

लकड़ी या धातु आदि का वह खंड जिसपर कोई आकृति या बेल-बूटे आदि खुदे हों और उसे किसी दूसरी वस्तु पर रखकर दबाने से उसमें खुदी आकृति उतर या बन जाए।

मजदूर ठप्पे से कपड़ों पर तरह-तरह की छाप बना रहा है।
छापा, ठप्पा, थापा

A block or die used to imprint a mark or design.

stamp

ଅର୍ଥ : କାଗଜ ଲୁଗା ଉପରେ ଢଳା, ଖୋଦିତ ବା ଲେଖାହୋଇଥିବା ଅକ୍ଷର, ଚିତ୍ରଆଦିର ଚିହ୍ନ

ଉଦାହରଣ : ଏହି ଶାଢ଼ି ଉପରେ ଜାହାଜର ଚିହ୍ନ ରହିଛି

ସମକକ୍ଷ : ଚିହ୍ନ

काग़ज़,कपड़े आदि पर ढले, खुदे या लिखे हुए अक्षरों, चित्रों आदि के चिन्ह।

इस साड़ी पर जहाज के छाप हैं।
छप्पा, छाप, छापा

A picture or design printed from an engraving.

print

ଅର୍ଥ : ଅକ୍ଷର, ଚିହ୍ନ, ନାମଆଦିର ଛାପ ନେବା ବା ଏଥିରେ ଚାପଦେଇ ଅଙ୍କିତ କରୁଥିବା ସିଲ୍

ଉଦାହରଣ : ପ୍ରଧାନାଚାର୍ଯ୍ୟ ନିଜ ନାଁରେ ଏକ ମୋହର ତିଆରିକଲେ

ସମକକ୍ଷ : ମୁଦ୍ରା, ମୋହର, ଷ୍ଟାମ୍ପ୍‌

अक्षर, चिह्न, नाम आदि की छाप लेने या उन्हें दबाकर अंकित करने का ठप्पा।

प्रधानाचार्य ने अपने नाम की एक मुहर बनवाई।
अंकक, इस्टाम, छापा, ठप्पा, नक़्श, नक्श, मुद्रा, मुहर, मोहर, सील, स्टांप, स्टाम्प, स्टैंप, स्टैम्प

A block or die used to imprint a mark or design.

stamp