ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗଭଙ୍ଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗଭଙ୍ଗୀ   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନଙ୍କ ହାବଭାବ

ଉଦାହରଣ : ତାଙ୍କର ଅଙ୍ଗଭଙ୍ଗୀ ଅନୁପମ

स्त्रियों का हाव-भाव।

उसकी अदा निराली है।
अदा

Motion of hands or body to emphasize or help to express a thought or feeling.

gesture

ଅର୍ଥ : ମନର ଭାବକୁ ପ୍ରକାଶ କରିବାରେ ଚେଷ୍ଟା

ଉଦାହରଣ : ବଧିର ସହିତ ସମସ୍ତେ ଠାରରେ କଥାବାର୍ତ୍ତା କରିବାକୁ ପଡ଼େ

ସମକକ୍ଷ : ଇଙ୍ଗିତ, ଠାର, ସଂକେତ

मन का भाव प्रकट करने वाली कोई शारीरिक चेष्टा।

बहरों को इशारे से बात समझानी पड़ती है।
अंग मुद्रा, अङ्ग मुद्रा, इंग, इंगन, इंगित, इङ्ग, इङ्गन, इङ्गित, इशारा, मुद्रा, संकेत, सङ्केत, सान

A deliberate and vigorous gesture or motion.

gesticulation

ଅର୍ଥ : ଛିଡ଼ାହେବା,ବସିବା ଆଦି ଶରୀରର ଅଙ୍ଗଗୁଡ଼ିକର କୌଣସି ସ୍ଥିତି

ଉଦାହରଣ : ଏହି ଫଟୋରେ ଆପଣଙ୍କ ଅଙ୍ଗଭଙ୍ଗୀରୁ ଜଣାପଡ଼ୁଚି ଯେ ଆପଣ ଶୋଇଛନ୍ତି

ସମକକ୍ଷ : ପୋଜ, ମୁଦ୍ରା

खड़े होने, बैठने आदि में शरीर के अंगों की कोई स्थिति।

इस फोटो में आपकी मुद्रा बताती है कि आप सो रहे हैं।
ठवन, पोज, पोज़, मुद्रा

The arrangement of the body and its limbs.

He assumed an attitude of surrender.
attitude, position, posture