ଅର୍ଥ : ଟଙ୍କାଶାଳରେ ଗଢ଼ାଯାଇଥିବା ନିର୍ଦ୍ଦିଷ୍ଟ ମୂଲ୍ୟର ଧାତୁ ଖଣ୍ଡ ଯାହା ବିନିମୟର ସାଧନ ହୋଇଥାଏ
ଉଦାହରଣ :
ଆଗକାଳରେ ସୁନା, ରୁପାଆଦିର ମୁଦ୍ରା ପ୍ରଚଳିତ ଥିଲା
ସମକକ୍ଷ : ମୁଦ୍ରା
ଅର୍ଥ : ଭାରତରେ ପ୍ରଚଳିତ ହେଉଥିବା ଷୋହଳ ଅଣାର ଏକ ମୁଦ୍ରା
ଉଦାହରଣ :
ଜେଜେବାପାଙ୍କ ପାଖରେ ବିଭିନ୍ନ ପ୍ରକାରର ଏକଟଙ୍କିଆ ମୁଦ୍ରା ଥିଲା
ସମକକ୍ଷ : ଏକଟଙ୍କିଆ ମୁଦ୍ରା, ଟଙ୍କିକିଆ ମୁଦ୍ରା
ଅର୍ଥ : ଭାରତ ଓ ପାକିସ୍ତାନ ଆଦି ଦେଶରେ ପ୍ରଚଳିତ ମୁଦ୍ରା
ଉଦାହରଣ :
ଦିନକୁ ଦିନ ଟଙ୍କାର ଅବମୂଲ୍ୟାୟନ ହେଉଅଛି
ସମକକ୍ଷ : ରୂପିୟା
ଅର୍ଥ : ଶହେ ପଇସା ମୂଲ୍ୟର ମୁଦ୍ରା ବା ନୋଟ
ଉଦାହରଣ :
ମାଆ ମୋତେ ଟଙ୍କା ଦେଲେ
ଅର୍ଥ : ଟଙ୍କା ଓ ପଇସା ଯାହା ବିନିମୟର ସାଧନ
ଉଦାହରଣ :
ସେଠର ବାକ୍ସ ଟଙ୍କା ପଇସାରେ ଭର୍ତ୍ତି ହୋଇଥିଲା
ସମକକ୍ଷ : ଟଙ୍କା-ପଇସା, ପଇସା, ମୁଦ୍ରା