ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାବଭଙ୍ଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାବଭଙ୍ଗୀ   ବିଶେଷ୍ୟ

ଅର୍ଥ : ପୁରୁଷମାନଙ୍କୁ ମୋହିତ କରିବାପାଇଁ ନାରୀମାନଙ୍କର ମନୋହର ଚେଷ୍ଟା

ଉଦାହରଣ : ଶୀଲାର ହାବଭାବରେ ପ୍ରଭାବିତହୋଇ ବିନୋଦ ତାକୁ ବିବାହ କଲା

ସମକକ୍ଷ : ଚାଲିଚଳନ, ହାବଭାବ

पुरुषों को मोहित करने के लिए स्त्रियों की मनोहर चेष्टाएँ।

शीला के हावभाव से प्रभावित होकर ही विनोद ने उससे शादी की।
अंगभंग, अदा, नाज़-नख़रा, नाज़ो अदा, हाव-भाव, हावभाव

Dignified manner or conduct.

bearing, comportment, mien, presence

ଅର୍ଥ : ଶରୀର ବା କୌଣସି ଅଙ୍ଗର ଏହି ସ୍ଥାନ ଯେଉଁଥିରେ କୌଣସି ଭାବ ଅଭିବ୍ୟକ୍ତ ହୋଇଥାଏ

ଉଦାହରଣ : ନୃତ୍ୟାଙ୍ଗନା ନିଜ ଭାବଭଙ୍ଗୀରେ ଦର୍ଶକମାନଙ୍କୁ ମୁଗ୍ଧ କରୁଥିଲେ

ସମକକ୍ଷ : ମୁଦ୍ରା, ହାବଭାବ

शरीर या किसी अंग की वह स्थिति जिसमें कोई भाव अभिव्यक्त होता हो।

नृत्यांगना अपनी भाव-भंगिमा से दर्शकों को मुग्ध करती रही।
भंगिमा, भाव-भंगिमा, भावभंगिमा, भावभंगी, हाव-भाव, हावभाव

Characteristic way of bearing one's body.

Stood with good posture.
bearing, carriage, posture