ଅର୍ଥ : କୌଣସି କାମରେ ଅନ୍ୟମାନଙ୍କଠାରୁ ଆଗକୁ ବଢ଼ିବା ପ୍ରଯତ୍ନ
ଉଦାହରଣ :
ଆଜିକାଲି କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କାରଣରୁ ବଜାରକୁ ପ୍ରତିଦିନ ନୂଆ ଉତ୍ପାଦନ ଆସୁଅଛି
ସମକକ୍ଷ : ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ପ୍ରତିସ୍ପର୍ଦ୍ଧା
ଅର୍ଥ : ଯେଉଁ ଆୟୋଜିତ ସୁଯୋଗ, କାମ ଆଦିରେ ସାମିଲ ହୋଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣକୁ ବିଜେତା ଭାବରେ ମନୋନୀତ କରାଯାଏ
ଉଦାହରଣ :
ମନୋହର ବିଦ୍ୟାଳୟର ବାର୍ଷିକ ପ୍ରତିଯୋଗିତାରେ ଭାଗ ନେଉଅଛି ଏଥର ରମେଶର ପ୍ରତିଦ୍ୱନ୍ଦିତା ଜଣେ ନାମୀ ପହେଲମାନ ସହିତ ହେବ
ସମକକ୍ଷ : ପ୍ରତିଯୋଗିତା, ପ୍ରତିସ୍ପର୍ଦ୍ଧା