ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାନତା   ବିଶେଷ୍ୟ

ଅର୍ଥ : ସମାନ ବା ତୁଲ୍ୟ ହେବାର ଅବସ୍ଥା ବା ଭାବ

ଉଦାହରଣ : ଆମର ସହିତ ଆପଣଙ୍କଋ ତୁଳନା ପାଖାପାଖି ସମାନ

ସମକକ୍ଷ : ତୁଳନା, ବରାବରି, ମୁକାବିଲା

समान,बराबर या तुल्य होने की अवस्था या भाव।

हमारी आपकी क्या समानता।
तुल्यता, प्रतिमान, बराबरी, मुक़ाबला, मुक़ाबिला, मुकाबला, मुकाबिला, समता, समानता, साम्य

ଅର୍ଥ : ରୂପ, ପ୍ରକାର, ଗୁଣ ଆଦିରେ ସମାନ ହୋଇଥିବା ଅବସ୍ଥା

ଉଦାହରଣ : ଏହି ଦୁଇ ବସ୍ତୁ ମଧ୍ୟରେ ସାଦୃଶ୍ୟ ରହିଛି

ସମକକ୍ଷ : ଅନୁରୂପତା, ସମତା, ସମତୁଲ୍ୟତା, ସମରୂପତା, ସାଦୃଶ୍ୟ, ସାଦୃଶ୍ୟତା

रूप, प्रकार, गुण आदि में समान होने की अवस्था।

इन दोनों वस्तुओं में सादृश्य है।
अनुरूपता, अविरोध, एकरूपता, सदृशता, सदृश्यता, समरूपता, समानता, सरूपता, सरूपत्व, सादृश्य

The quality of being similar or comparable in kind or nature.

There is a remarkable homogeneity between the two companies.
homogeneity, homogeneousness