ଅର୍ଥ : ମୟଦାନବର କନ୍ୟା
ଉଦାହରଣ :
ମାୟାଙ୍କ ବିବାହ ବିଶ୍ରବାଙ୍କ ସହିତ ହୋଇଥିଲା
ଅର୍ଥ : ଗୋଟିଏ ବର୍ନ୍ନବୃତ୍ତ
ଉଦାହରଣ :
ମାୟାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ତଗଣ, ମଗଣ,ଭଗଣ ଏବଂ ଗୋଟିଏ ଗୁରୁ ବର୍ଣ୍ଣ ଥାଏ
ଅର୍ଥ : ଇନ୍ଦ୍ରବଜ୍ରା ବର୍ଣ୍ଣବୃତ୍ତ ଯାହା ଇନ୍ଦ୍ରବର୍ଜା ଏବଂ ଉପେନ୍ଦ୍ରବଜ୍ରାର ମିଳିତରେ ସୃଷ୍ଟ ଗୋଟିଏ ଉପଭେଦ
ଉଦାହରଣ :
ମାୟାର ଦ୍ବିତୀୟ ତଥା ତୃତୀୟ ପାଦରେ ପ୍ରଥମ ବର୍ଣ୍ଣ ଲଘୁ ଥାଏ