ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କିଛି ଏଭଳି କାର୍ଯ୍ୟ ବା କଥା ଯାହା ପ୍ରକୃତ ବା ସତ୍ୟ ନହେଲେ ମଧ୍ୟ ସତ୍ୟ ଓ ଠିକ୍ ବୋଲି ଜଣାପଡ଼େ
ଉଦାହରଣ : ଆମେ ସାଂସାରିକ ମାୟାରେ ଫସି ଯାଇଛୁ ସଂସାରର ମାୟା ଦୀପକୁ ଦେଖିଣ ଭ୍ରମିଭ୍ରମି ପଡ଼େ ନର, କବୀର କହଇ ଗୁରୁ ଧ୍ୟାନ କରି ଶୀଘ୍ର ଏଥିରୁ ଉଦ୍ଧର
ସମକକ୍ଷ : ଅବିଦ୍ୟା, ପ୍ରପଞ୍ଚ, ଭବମାୟା, ମାୟା
कोई ऐसा कार्य या बात जो वास्तविक या सत्य न रहने पर भी सत्य और ठीक जान पड़े।
ସଂସ୍ଥାପନ କରନ୍ତୁ