ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବିଦ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବିଦ୍ୟା   ବିଶେଷ୍ୟ

ଅର୍ଥ : କିଛି ଏଭଳି କାର୍ଯ୍ୟ ବା କଥା ଯାହା ପ୍ରକୃତ ବା ସତ୍ୟ ନହେଲେ ମଧ୍ୟ ସତ୍ୟ ଓ ଠିକ୍‌ ବୋଲି ଜଣାପଡ଼େ

ଉଦାହରଣ : ଆମେ ସାଂସାରିକ ମାୟାରେ ଫସି ଯାଇଛୁ ସଂସାରର ମାୟା ଦୀପକୁ ଦେଖିଣ ଭ୍ରମିଭ୍ରମି ପଡ଼େ ନର, କବୀର କହଇ ଗୁରୁ ଧ୍ୟାନ କରି ଶୀଘ୍ର ଏଥିରୁ ଉଦ୍ଧର

ସମକକ୍ଷ : ପ୍ରପଞ୍ଚ, ଭବବିଳାସ, ଭବମାୟା, ମାୟା

कोई ऐसा कार्य या बात जो वास्तविक या सत्य न रहने पर भी सत्य और ठीक जान पड़े।

हम सांसारिक माया में फँसे हुए हैं।
माया दीपक नर पतंग भ्रमि-भ्रमि इवैं पड़ंत, कहें कबीर गुरु ग्यान ते एक आध उबरंत।
अनीश, अविद्या, इंद्र-जाल, इंद्रजाल, इन्द्र-जाल, इन्द्रजाल, परपंच, परपञ्च, प्रपंच, प्रपञ्च, भव-विलास, माया

ଅର୍ଥ : ବିଦ୍ୟାର ଅଭାବ

ଉଦାହରଣ : ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ

ସମକକ୍ଷ : ଅଜ୍ଞାତା, ଅଜ୍ଞାନତା, ଜ୍ଞାନହୀନତା

विद्या का अभाव।

आप विद्या प्राप्त कर अपनी अविद्या को दूर कर सकते हैं।
अज्ञता, अज्ञान, अज्ञानता, अविज्ञता, अविद्या, ज्ञानहीनता

The lack of knowledge or education.

ignorance