ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାସ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାସ୍ୟ   ବିଶେଷ୍ୟ

ଅର୍ଥ : ହସିବାର କ୍ରିୟା ବା ଭାବ

ଉଦାହରଣ : ତାର ହସ ମନଜିଣା

ସମକକ୍ଷ : ହସ

हँसने की क्रिया या भाव।

उसकी हँसी मोहक है।
हँसी, हास्य

ଅର୍ଥ : ସାହିତ୍ୟର ନବ ରସଗୁଡ଼ିକରୁ ଗୋଟିଏ ଯାହା ଅଯୁକ୍ତ,ଅସଙ୍ଗତ,କୁରୂପ ବା ବିକୃତ ଘଟଣାବଳୀ,ପଦାର୍ଥ, ବା କଥା ଆଦିରୁ ଉତ୍ପନ୍ନ ହୋଇଥାଏ

ଉଦାହରଣ : ହାସ୍ୟ ରସର ସ୍ଥାୟୀଭାବ ହେଉଛି ହସ

ସମକକ୍ଷ : ହାସ୍ୟ ରସ

साहित्य में नौ रसों में से एक जो अयुक्त,असंगत,कुरूप या विकृत घटनाओं,पदार्थों या बातों आदि से उत्पन्न होता है।

हास्य का स्थायी भाव हास या हँसी है।
हास्य, हास्य रस

ଅର୍ଥ : ହସିବାର ପ୍ର କ୍ରିୟା ବା ଭାବ

ଉଦାହରଣ : ଛୋଟପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗିଥାଏ

ସମକକ୍ଷ : ହସ

मुस्कराने की क्रिया या भाव।

बच्चों की मुस्कान सभी को अच्छी लगती है।
अवहास, ईषद्धास, मन्द हँसी, मुसकराहट, मुसकान, मुसकुराहट, मुस्कराहट, मुस्कान, मुस्कुराहट, मृदुहास्य

A facial expression characterized by turning up the corners of the mouth. Usually shows pleasure or amusement.

grin, grinning, smile, smiling

ହାସ୍ୟ   ବିଶେଷଣ

ଅର୍ଥ : ହସିବାର ଯୋଗ୍ୟ କିମ୍ବା ଯାହାକୁ ନେଇ ଲୋକ ହସନ୍ତି"

ଉଦାହରଣ : ହାସ୍ୟ କବିତା ଶୁଣି ଶ୍ରୋତାମାନେ ଜୋରରେ ହସିଲେ

हँसने के योग्य या जिस पर लोग हँसें।

हास्य कविता सुनते ही श्रोताओं के ठहाके गूँजने लगे।
विनोदी, हास्य

Arousing or provoking laughter.

An amusing film with a steady stream of pranks and pratfalls.
An amusing fellow.
A comic hat.
A comical look of surprise.
Funny stories that made everybody laugh.
A very funny writer.
It would have been laughable if it hadn't hurt so much.
A mirthful experience.
Risible courtroom antics.
amusing, comic, comical, funny, laughable, mirthful, risible