ଅର୍ଥ : ବୃକ୍ଷରୁ ବାହାରୁଥିବା ବା ବୃକ୍ଷରେ କ୍ଷତକରି ବାହାର କରାଯାଉଥିବା ତରଳ ପଦାର୍ଥ
ଉଦାହରଣ :
କେତେକ ବୃକ୍ଷର ରସ ଔଷଧରୂପେ ପ୍ରୟୋଗ କରାଯାଏ
ସମକକ୍ଷ : ନିର୍ଯାସ
ଅର୍ଥ : ସାହିତ୍ୟର କଥା ସାହିତ୍ୟ, କାବ୍ୟ, ନାଟକଆଦିରେ ରହିଥିବା ତତ୍ତ୍ୱ ଯାହା ଅନୁରାଗ, କରୁଣା, କ୍ରୋଧ,ରତିଆଦି ମନୋଭାବକୁ ଜାଗ୍ରତ, ପ୍ରବଳ ତଥା ସକ୍ରିୟ କରେ
ଉଦାହରଣ :
ରସର ସଂଖ୍ୟା ନଅ ବୋଲି ଗଣା ଯାଇଥାଏ
ଅର୍ଥ : କୌଣସି ପଦାର୍ଥର ସାର ବା ତତ୍ତ୍ୱ
ଉଦାହରଣ :
ରସ ବିଭିନ୍ନ ପ୍ରକାରର ହୋଇଥାଏ
ଅର୍ଥ : ବୈଦ୍ୟଶାସ୍ତ୍ର ଅନୁସାରେ ଶରୀରର ସାତ ଧାତୁ ମଧ୍ୟରୁ ପ୍ରଥମ ଧାତୁ
ଉଦାହରଣ :
ଶରୀରରେ ଥିବା ଜଳୀୟଅଂଶ ରସର ଅନ୍ତର୍ଗତ
ଅର୍ଥ : ଗଛ ପତ୍ର ଅଥବା ଫୁଲ ପତ୍ରରେ ରହିଥିବା ତରଳ ପଦାର୍ଥ ଯାହା ଛେଚିଲେ ଓ ମକଚିଲେ ସେଥିରୁ ବାହାରେ
ଉଦାହରଣ :
ନିମ୍ବ ରସ ପିଇଲେ ତଥା ଲଗାଇଲେ ଚର୍ମ ରୋଗ ଭଲ ହୁଏ
ଅର୍ଥ : ଶାରିରୀକ ପ୍ରକ୍ରିୟା ପାଇଁ କୌଣସି ଗ୍ରନ୍ଥି ବା କୋଶିକାରୁ ସ୍ରାବିତ ହେଉଥିବା ଦ୍ରବ୍ୟ
ଉଦାହରଣ :
ଲାଳ, ହର୍ମୋନ୍ ଆଦି ହେଉଛନ୍ତି ରସ
ସମକକ୍ଷ : ସ୍ରାବ
ଅର୍ଥ : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
ଉଦାହରଣ :
ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
ସମକକ୍ଷ : କ୍ଷୀର, ଖିର, ବୃକ୍ଷର ନିର୍ଯାସ