ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂରାଇବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁକୁ କୌଣସି ଅନ୍ୟ ଏକ ବସ୍ତୁ ଭିତରେ ଢାଳିବା

ଉଦାହରଣ : ସୀମା ଅଟାକୁ ଡବାରେ ଦାବିଦାବି କରି ଭର୍ତ୍ତି କରୁଛି

ସମକକ୍ଷ : ଭର୍ତ୍ତି କରିବା

किसी वस्तु को किसी दूसरी वस्तु के अंदर डालना।

सीमा आटे को डिब्बे में ठोंक-ठोंक कर अँटा रही है।
अँटाना, अंटाना, अटाना, अड़ाना, अराना, आँटना, आटना, पुराना, भरना, समाना

ଅର୍ଥ : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି

ସମକକ୍ଷ : ପୂର୍ଣ୍ଣକରିବା, ବୋଝେଇକରିବା, ଭରିବା, ଭର୍ତ୍ତିକରିବା

अटाने का काम दूसरे से कराना।

किसान अपनी पत्नी से बोरी में धान अँटवा रहा है।
अँटवाना, अँटाना, अंटवाना, अंटाना, अटवाना, अटाना, पुरवाना, भरवाना, समवाना

Make full, also in a metaphorical sense.

Fill a container.
Fill the child with pride.
fill, fill up, make full